ଦୀର୍ଘଦିନ ଧରି ଲାଗିରହିଥିବା ଜଳ ବଣ୍ଟନ ବିବାଦର ସମାଧାନ ପାଇଁ ଆପୋସ ବୁଝାମଣା, ବୈଷୟିକ ଆଲୋଚନା ଓ ସହମତିର ରାସ୍ତା ଉପରେ ଗୁରୁତ୍ୱ ଦିଆଯାଇଛି। ଜୁଲାଇରେ ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା କରିଥିଲେ।
ଏବେ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମହାନଦୀ ଜଳ ବିବାଦର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଆଲୋଚନା ଆଗକୁ ବଢ଼ିଛି।
0 Comments